ଓଡ଼ିଶା ଦେଖିବ ସୁଉଚ୍ଚ ମୂର୍ତ୍ତି : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ପ୍ରତିମା

ଯାଜପୁର: ପୁରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂତ୍ତି ସାରା ଓଡିଶାରେ ସବୁ ଠାରୁ ଉଚ୍ଚତମ ମୂର୍ତ୍ତି ରହିବ। କାରଣ ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି, … Continue reading ଓଡ଼ିଶା ଦେଖିବ ସୁଉଚ୍ଚ ମୂର୍ତ୍ତି : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ପ୍ରତିମା